ଆପଣ ଯେବେ ଅନ୍ତର୍ମୁଖୀ ହୋଇଯାଆନ୍ତି, ଜୀବନର ପ୍ରତ୍ୟେକ ଦିଗ ପାଇଁ ଏକ ସମାଧାନ ମିଳିଯାଇଥାଏ ।

Once you Turn Inward, there is a Solution for every aspect of Life. #SadhguruQuotes #Sadhguru #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ

ସ୍ୱାସ୍ଥ୍ୟ ଆପଣଙ୍କର ଦାୟିତ୍ୱ । ଏହା ଆପଣଙ୍କ ଶରୀର, ମନ, ଆବେଗ, ଓ ଜୀବନୀ ଶକ୍ତିକୁ ନୂଆ ଜୀବନ ଦେଇ ସେସବୁକୁ ଉଚ୍ଚ ସ୍ତରରେ କାର୍ଯ୍ୟକ୍ଷମ କରିବା ବାବଦରେ ଅଟେ ।

Health is your Responsibility. It is about revitalizing your body, mind, emotions, and life energies to a higher level of functioning. #SadhguruQuotes #Sadhguru #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ

ଆପଣ ନିଜକୁ କେତେ ସଚେତନ ଭାବରେ ପରିଚାଳନା କରୁଛନ୍ତି କେବଳ ତା' ଉପରେ ନିର୍ଭର କରେ ଯେ ଆପଣ ନିଜ ମନକୁ ଚମତ୍କାର କରିବେ କି ଦୁଃଖୀ ।

Whether you make a Miracle or misery out of your Mind simply depends on how Consciously you conduct yourself.
#SadhguruQuotes #Sadhguru #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ

କେହି ଜଣେ ଆପଣଙ୍କୁ ବୋକା ବନେଇଛନ୍ତି ବୋଲି ଭାବିବା ପରିବର୍ତ୍ତେ ଭାବନ୍ତୁ,‘ମୁଁ ଜଣେ ମୂର୍ଖ’ । ବିଜ୍ଞତା ଦିଗରେ ପ୍ରଥମ ସୋପାନ ହେଉଛି ଆମ ନିଜର ମୂର୍ଖତାକୁ ଚିହ୍ନିବା ।

Instead of thinking someone has made a fool out of you, see, ‘I am a fool.’ The first step toward Intelligence is recognizing our own Foolishness. #SadhguruQuotes #Sadhguru #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ

ଆପଣ ଯେଉଁ ମୁହୂର୍ତ୍ତରେ ନିଜକୁ ସମସ୍ତଙ୍କ ଠାରୁ ଉର୍ଦ୍ଧ୍ଵରେ ବୋଲି ଭାବନ୍ତି, ଆପଣଙ୍କ ମନ ଏକ ବାଧକ ହୋଇଯାଏ ।

The moment you think you are above everyone, your mind becomes a barrier. #SadhguruQuotes
#Sadhguru #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ

ବନ୍ଧୁତା କେବଳ ସାଥୀ ହେବା ଓ ଆରାମ ପାଇଁ ନୁହେଁ । ଆପଣ ଯାହା ସବୁ ଅଟନ୍ତି ଓ ଯାହା ସବୁ ନୁହନ୍ତି, ସେଥିପାଇଁ ଏହା ଏକ ଦର୍ପଣ ।

Friendship is not just for companionship and comfort. It is a mirror to all that you are and all that you are not. #SadhguruQuotes
#Sadhguru #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ

ଆଖପାଖରେ କଣ ଘଟୁଛି, ସେ ବିଷୟରେ ସର୍ପ ଅନ୍ୟ ମାନଙ୍କ ଠାରୁ ଅଧିକ ଜାଣିଥାଏ କାରଣ ଗୁଲିଗପ ଶୁଣିବା ଲାଗି ତା' ପାଖରେ କାନ ନଥାଏ - କେବଳ ପ୍ରତ୍ୟକ୍ଷ ଅବବୋଧ ଥାଏ ।

A snake knows more about what is happening around than any other creature because it has no ears to listen to gossip – only direct perception. #NagaPanchami #SadhguruQuotes
#Sadhguru #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ

ପରିବେଶ ସଂରକ୍ଷଣର ଏକମାତ୍ର ବାସ୍ତବ ସମାଧାନ ହେଉଛି ଏକ ସଚେତନ ବିଶ୍ଵ (କନସିଅସ ପ୍ଲାନେଟ୍) - ଅର୍ଥାତ୍ ଆମେ ପ୍ରତ୍ୟେକେ ଜଣେ ସଚେତନ ଅସ୍ତିତ୍ୱ ହୋଇଯିବା, ଯେହେତୁ ଚେତନା ଏକ ସୀମାହୀନ ଅସ୍ତିତ୍ୱ ।

The only real solution to conserve nature is to create a Conscious Planet – that is, every one of us becomes a Conscious Existence, as Consciousness is a borderless existence. #SadhguruQuotes #Sadhguru #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ

ଯଦି ଆପଣ ନିଜକୁ କୃପା ପ୍ରତି ସମ୍ପୂର୍ଣ୍ଣ ଉପଲବ୍ଧ କରାନ୍ତି, ତେବେ କୃପା ଏପରି ଜିନିଷ କରିପାରେ ଯାହା ଆପଣ ନିଜେ କେବେବି କରିପାରିବେ ନାହିଁ ।

Only if you make yourself available to it can grace do something that you yourself could never do. #SadhguruQuotes #Sadhguru #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ

ଶିକ୍ଷା ଓ ଆଧ୍ୟାତ୍ମିକ ପ୍ରକ୍ରିୟା ପୂର୍ବାଗ୍ରହ ଗ୍ରସିତ ବୁଦ୍ଧି ହାତରେ ରହିବା ଅନୁଚିତ । ପୂର୍ବାଗ୍ରହ ଅର୍ଥ ଜୀବନକୁ ତାର ପ୍ରକୃତ ସ୍ଵରୁପରେ ନଦେଖିବା ।

Education and spiritual process should not be in the hands of prejudiced minds. Prejudice means not seeing life the way it is. #SadhguruQuotes
#Sadhguru #SadhguruOdia #ସଦ୍‌ଗୁରୁ #ସଦ୍‌ଗୁରୁଓଡ଼ିଆ #ସଦ୍‌ଗୁରୁଙ୍କବାଣୀ #ଓଡ଼ିଆ