https://www.all-ai.de/news/topbeitraege/ki-apps-glauben
Sadhguru’s 4 beetroot recipes for immunity and heart health
Beetroots are considered to…
#dining #cooking #diet #food #RecipeTopics #4beetrootrecipesforimmunityandhearthealth #benefitsofconsumingbeetroot #howtoconsumebeetroot #Recipes #RecipesTopics #Sadhguru's4beetrootrecipesforhearthealth #Sadhguru's4beetrootrecipesforimmunity #Sadhguru's4beetrootrecipesforimmunityandhearthealth
https://www.diningandcooking.com/2251956/sadhgurus-4-beetroot-recipes-for-immunity-and-heart-health/
ଆପଣ ଯେବେ ଅନ୍ତର୍ମୁଖୀ ହୋଇଯାଆନ୍ତି, ଜୀବନର ପ୍ରତ୍ୟେକ ଦିଗ ପାଇଁ ଏକ ସମାଧାନ ମିଳିଯାଇଥାଏ ।
Once you Turn Inward, there is a Solution for every aspect of Life. #SadhguruQuotes #Sadhguru #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ସ୍ୱାସ୍ଥ୍ୟ ଆପଣଙ୍କର ଦାୟିତ୍ୱ । ଏହା ଆପଣଙ୍କ ଶରୀର, ମନ, ଆବେଗ, ଓ ଜୀବନୀ ଶକ୍ତିକୁ ନୂଆ ଜୀବନ ଦେଇ ସେସବୁକୁ ଉଚ୍ଚ ସ୍ତରରେ କାର୍ଯ୍ୟକ୍ଷମ କରିବା ବାବଦରେ ଅଟେ ।
Health is your Responsibility. It is about revitalizing your body, mind, emotions, and life energies to a higher level of functioning. #SadhguruQuotes #Sadhguru #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ଆପଣ ନିଜକୁ କେତେ ସଚେତନ ଭାବରେ ପରିଚାଳନା କରୁଛନ୍ତି କେବଳ ତା' ଉପରେ ନିର୍ଭର କରେ ଯେ ଆପଣ ନିଜ ମନକୁ ଚମତ୍କାର କରିବେ କି ଦୁଃଖୀ ।
Whether you make a Miracle or misery out of your Mind simply depends on how Consciously you conduct yourself.
#SadhguruQuotes #Sadhguru #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
କେହି ଜଣେ ଆପଣଙ୍କୁ ବୋକା ବନେଇଛନ୍ତି ବୋଲି ଭାବିବା ପରିବର୍ତ୍ତେ ଭାବନ୍ତୁ,‘ମୁଁ ଜଣେ ମୂର୍ଖ’ । ବିଜ୍ଞତା ଦିଗରେ ପ୍ରଥମ ସୋପାନ ହେଉଛି ଆମ ନିଜର ମୂର୍ଖତାକୁ ଚିହ୍ନିବା ।
Instead of thinking someone has made a fool out of you, see, ‘I am a fool.’ The first step toward Intelligence is recognizing our own Foolishness. #SadhguruQuotes #Sadhguru #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ଆପଣ ଯେଉଁ ମୁହୂର୍ତ୍ତରେ ନିଜକୁ ସମସ୍ତଙ୍କ ଠାରୁ ଉର୍ଦ୍ଧ୍ଵରେ ବୋଲି ଭାବନ୍ତି, ଆପଣଙ୍କ ମନ ଏକ ବାଧକ ହୋଇଯାଏ ।
The moment you think you are above everyone, your mind becomes a barrier. #SadhguruQuotes
#Sadhguru #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ବନ୍ଧୁତା କେବଳ ସାଥୀ ହେବା ଓ ଆରାମ ପାଇଁ ନୁହେଁ । ଆପଣ ଯାହା ସବୁ ଅଟନ୍ତି ଓ ଯାହା ସବୁ ନୁହନ୍ତି, ସେଥିପାଇଁ ଏହା ଏକ ଦର୍ପଣ ।
Friendship is not just for companionship and comfort. It is a mirror to all that you are and all that you are not. #SadhguruQuotes
#Sadhguru #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ଆଖପାଖରେ କଣ ଘଟୁଛି, ସେ ବିଷୟରେ ସର୍ପ ଅନ୍ୟ ମାନଙ୍କ ଠାରୁ ଅଧିକ ଜାଣିଥାଏ କାରଣ ଗୁଲିଗପ ଶୁଣିବା ଲାଗି ତା' ପାଖରେ କାନ ନଥାଏ - କେବଳ ପ୍ରତ୍ୟକ୍ଷ ଅବବୋଧ ଥାଏ ।
A snake knows more about what is happening around than any other creature because it has no ears to listen to gossip – only direct perception. #NagaPanchami #SadhguruQuotes
#Sadhguru #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ